ଯେମିତି ବିଦ୍ୟାମନ୍ଦିରରେ ସମସ୍ତେ ପ୍ରବେଶ କରୁଛନ୍ତି, ସେମିତି ଦେବମନ୍ଦିରରେ ମଧ୍ୟ କରିବେ - ଏହାକୁ ସରଳ ବାକ୍ୟରେ ରୂପାନ୍ତର କର।
1
ଯେମିତି ବିଦ୍ୟାମନ୍ଦିରରେ ସମସ୍ତଙ୍କ ପ୍ରବେଶାଧିକାର, ସେମିତି ଦେବମନ୍ଦିରରେ ମଧ୍ୟ।
2
ବିଦ୍ୟାମନ୍ଦିର ପରି ଦେବମନ୍ଦିରରେ ମଧ୍ୟ ସମସ୍ତଙ୍କର ପ୍ରବେଶାଧିକାର ଅଛି।
3
ଯେପରି ବିଦ୍ୟାମନ୍ଦିରରେ ସମସ୍ତଙ୍କ ପ୍ରବେଶାଧିକାର ଅଛି, ସେପରି ଦେବମନ୍ଦିରରେ ମଧ୍ୟ ସମସ୍ତଙ୍କ ପ୍ରବେଶାଧିକାର ଅଛି।
4
କେଉଁଟି ନୁହଁ