ଦେବେନ୍ଦ୍ର ଭୁଲ କଲା ଓ ଦଣ୍ଡ ପାଇଲା - ଏହାକୁ ସରଳ ବାକ୍ୟରେ ରୂପାନ୍ତର କର।

1
ଦେବେନ୍ଦ୍ର ଭୁଲ କଲା ଏବଂ ଦଣ୍ଡ ପାଇଲା।
2
ଯେହେତୁ ଦେବେନ୍ଦ୍ର ଭୁଲ କଲା, ସେହେତୁ ସେ ଦଣ୍ଡ ପାଇଲା।
3
ଦେବେନ୍ଦ୍ର ଭୁଲ କରିଥିବାରୁ ଦଣ୍ଡ ପାଇଲା। 
4
ଦେବେନ୍ଦ୍ର ଭୁଲ କରିଥିଲେ ଦଣ୍ଡ ପାଇଥାନ୍ତା। 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation