ଭୁଲ ନଥିବା ବାକ୍ୟଟିକୁ ଚିହ୍ନାଅ :

1
ସେ ଅତିଥିମାନଙ୍କୁ ସବାନ୍ଧବେ ଆସିବାକୁ ନିମନ୍ତ୍ରିତ କଲେ ।
2
ଗୌତମ ମୃତ ଶରୀରକୁ ଦେଖିବାପରେ ସନ୍ନ୍ୟାସୀ ହେବାକୁ ସ୍ଥିର କରିଥିଲେ ।
3
ଶିକ୍ଷାପ୍ରସାର ଦ୍ବାରା ଜାତିର ସର୍ବାଙ୍ଗୀଣ ଉନ୍ନତି ସାଧୂତ ହୁଏ ।
4
ଭିନ୍ନକ୍ଷମମାନଙ୍କୁ ସକ୍ଷମ କରିବାପାଇଁ ସରକାର ବହୁ ଯୋଜନାମାନ କରୁଛନ୍ତି ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation