ରାଜା କର୍ଣ୍ଣ ଦାନ କରି ପୁଣ୍ୟ ଅର୍ଜନ କରିଥିଲେ - ଏହାକୁ ଯୌଗିକ ବାକ୍ୟରେ ରୂପାନ୍ତର କର।

1
ରାଜା କର୍ଣ୍ଣ ଦାନ କରି କରି ପୁଣ୍ୟ ଅର୍ଜନ କରିଥିଲେ। 
2
ରାଜା କର୍ଣ୍ଣ ଦାନ କରିଥିଲେ ଏବଂ ପୁଣ୍ୟ ଅର୍ଜନ କରିଥିଲେ। 
3
ରାଜା କର୍ଣ୍ଣ ଦାନୀ ଥିଲେ ବୋଲି ପୁଣ୍ୟ ଅର୍ଜନ କରିଥିଲେ। 
4
କେଉଁଟି ନୁହଁ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation