ଯେଉଁ ପ୍ରଶ୍ନସୂଚକ ପଦଗୁଡ଼ିକ ନିର୍ଦ୍ଦିଷ୍ଟ ଉତ୍ତର ଉଦ୍ଦେଶ୍ୟରେ ବାକ୍ୟରେ ବ୍ୟବହୃତ ହୋଇଥାଏ ଓ ଉତ୍ତର ସହିତ ଜଡ଼ିତ ଥିବା ବିଶେଷ୍ୟ ପଦ ବା ବିଶେଷ୍ୟ ମୂଳକ ଖଣ୍ଡବାକ୍ୟ ଅନୁସାରେ ପ୍ରଶ୍ନସୂଚକ ବିକଳ୍ପପଦ ହୋଇ ବସିଥାଏ ସେଗୁଡ଼ିକୁ ____ କୁହାଯାଏ ।
1
ଆତ୍ମବାଚକ ସର୍ବନାମ
2
ନିର୍ଣ୍ଣାୟକ ସର୍ବନାମ
3
ସମ୍ବନ୍ଧବାଚକ ସର୍ବନାମ
4
ପ୍ରଶ୍ନବାଚକ ସର୍ବନାମ