ନିମ୍ନଲିଖିତ ବାକ୍ୟମାନଙ୍କ ମଧ୍ୟରୁ କେଉଁଟି ଏକ ବିସ୍ମୟସୂଚକ ବାକ୍ୟ ? 

1
ତୁମେ କଣ ଏଇ କାମ କରିପାରିବ ?
2
ନିଅ, ଏଇ ଚିଠିଟା ଡାକ ବାକ୍ସରେ ପକାଇ ଦିଅ ।
3
ଆଜି କି ଟାଣ ଖରା !
4
ମତେ ଟଙ୍କାଟିଏ ଦିଅ ବାବୁ ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation