ଗୋପାଳ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକଙ୍କୁ ଦେଖାକଲା - ଏହାକୁ ଯୌଗିକ ବାକ୍ୟରେ ପରିଣତ କର ।
1
ଯେହେତୁ ଗୋପାଳ ବିଦ୍ୟାଳୟକୁ ଗଲା ତେଣୁ ପ୍ରଧାନଶିକ୍ଷକଙ୍କୁ ଦେଖାକଲା ।
2
ଗୋପାଳ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କୁ ଦେଖାକଲା ।
3
ଗୋପାଳ ବିଦ୍ୟାଳୟକୁ ଗଲା ଓ ପ୍ରଧାନଶିକ୍ଷକଙ୍କୁ ଦେଖାକଲା ।
4
ବିଦ୍ୟାଳୟକୁ ଯାଇଥିବା ଗୋପାଳ ପ୍ରଧାନଶିକ୍ଷକଙ୍କୁ ଦେଖାକଲା ।