ଯେଉଁ ଛାତ୍ରମାନେ ଜାଣିବାକୁ ଇଚ୍ଛା କରନ୍ତି, ସେମାନେ ବିଦ୍ୟାଲାଭ କରନ୍ତି - ବାକ୍ୟଟିକୁ ସଂକ୍ଷେପ କର।
1
ଯେଉଁ ଛାତ୍ରମାନେ ଜିଜ୍ଞାସୁ, ସେମାନେ ବିଦ୍ୟାଲାଭ କରନ୍ତି।
2
ଜିଜ୍ଞାସୁ ଛାତ୍ରମାନେ ବିଦ୍ୱାନ ହୁଅନ୍ତି।
3
ଯେଉଁ ଛାତ୍ରମାନେ ଜାଣିବାକୁ ଇଚ୍ଛା କରନ୍ତି, ସେମାନେ ବିଦ୍ୱାନ ହୁଅନ୍ତି।
4
କେଉଁଟି ନୁହଁ