The Government is thinking of opening a college in our area. ସଠିକ ଅନୁବାଦ ଚିହ୍ନାଅ ?
1
ସରକାର ଆମ ଅଞ୍ଚଳରେ ଗୋଟିଏ କଲେଜ ଖୋଲିଛନ୍ତି ।
2
ସରକାର ଆମ ଅଞ୍ଚଳରେ ଗୋଟିଏ ସ୍କୁଲ ଖୋଲିବାକୁ ଭାବୁଛନ୍ତି |
3
ସରକାର ଆମ ଅଞ୍ଚଳରେ ଗୋଟିଏ କଲେଜ ଖୋଲିବେ |
4
ସରକାର ଆମ ଅଞ୍ଚଳରେ ଗୋଟିଏ କଲେଜ ଖୋଲିବାକୁ ଭାବୁଛନ୍ତି