Super conductor behaves as a diamagnetic substance. ସଠିକ ଅନୁବାଦ ଚିହ୍ନାଅ ?
1
ଏକ ଅପରିବାହି ପଦାର୍ଥ ତାଇମ୍ୟାଗନେଟିକ୍ ପଦାର୍ଥ ପରି ବ୍ୟବହାର କରେ ।
2
ଏକ କୁପରିବାହି ପଦାର୍ଥ ତାଇମ୍ୟାଗନେଟିକ୍ ପଦାର୍ଥ ପରି ବ୍ୟବହାର କରେ ।
3
ଏକ ସୁପରିବାହି/ଅତିପରିବାହି ପଦାର୍ଥ ଡ଼ାଇମ୍ୟାଗନେଟିକ୍ ପଦାର୍ଥ ପରି ବ୍ୟବହାର କରେ ।
4
ଏକ ଅତିପରିବାହି ପଦାର୍ଥ ତାଇମ୍ୟାଗନେଟିକ୍ ପଦାର୍ଥ ପରି ବ୍ୟବହାର କରେ ନାହିଁ ।