Two virtuous friends can not think of anything else different from each others welfare. ସଠିକ ଅନୁବାଦ ଚିହ୍ନାଅ ?
1
ଦୁଇଜଣ ଭଲ ସଚ୍ଚରିତ୍ର ଲୋକଙ୍କ ବନ୍ଧୁତା ଏହା, ଦୁହେଁ ଦୁହିଁଙ୍କର କଲ୍ୟାଣ ଭାବିପାରନ୍ତି ନାହିଁ ।
2
ଦୁଇଜଣ ଭଲ ସଚ୍ଚରିତ୍ର ଲୋକଙ୍କ ବନ୍ଧୁତା ଏହା, ଦୁହେଁ ଦୁହିଁଙ୍କର କଲ୍ୟାଣ ଭିନ୍ନ ଅନ୍ୟ କିଛି ଭାବିପାରନ୍ତି ନାହିଁ
3
ଦୁଇଜଣ ଭଲ ସଚ୍ଚରିତ୍ର ଲୋକଙ୍କ ବନ୍ଧୁତା ଏହା, ଦୁହେଁ ଦୁହିଁଙ୍କର କଲ୍ୟାଣ ଚାହାନ୍ତି ନାହିଁ
4
ଦୁଇ ସଚ୍ଚରିତ୍ର ଲୋକଙ୍କର ବନ୍ଧୁତା ବେଶ ଆବେଗାତ୍ମକ ।