ଭଗବାନ ସବୁବେଳେ ଆମର ଭଲ ଚାହିଁଥାନ୍ତି - ଏହାକୁ ନାସ୍ତିସୂଚକ ବାକ୍ୟରେ ରୂପାନ୍ତର କର।

1
ଭଗବାନ ସବୁବେଳେ ଆମର ଭଲ ଚାହିଁ ନ ଥାନ୍ତି। 
2
ଭଗବାନ କେବେ ଆମର ମନ୍ଦ ଚାହିଁ ନ ଥାନ୍ତି। 
3
ଭଗବାନ କଣ ସବୁବେଳେ ଆମର ଭଲ ଚାହିଁ ନ ଥାନ୍ତି?
4
ଭଗବାନ ସବୁବେଳେ ଆମର ମନ୍ଦ ଚାହିଁଥାନ୍ତି।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation