ମ୍ନଲିଖତ ବାକ୍ୟ କୁ ଯୌଗିକ ବାକ୍ୟ ରେ ରୂପାନ୍ତର କରନ୍ତୁ । ମୋ ଅନୁରୋଧ କୁ ଅଧ୍ୟକ୍ଷ ପ୍ରତ୍ୟାଖାନ କଲେ ।
1
ମୁଁ ଅନୁରୋଧ କଲି ଏବଂ ଅଧକ୍ଷ ପ୍ରତ୍ୟାଖ୍ୟାନ କଲେ ।
2
ମୁଁ ଅନୁରୋଧ କଲି; ମାତ୍ର ଅଧ୍ୟକ୍ଷ ପ୍ପ୍ରତ୍ୟାଖ୍ୟାନ କଲେ ।
3
ମୋ ଅନୁରୋଧ ସତ୍ତ୍ୱେ ଅଧ୍ୟକ୍ଷ ପ୍ପ୍ରତ୍ୟାଖ୍ୟାନ କଲେ
4
ମୋ ଅନୁରୋଧ ଅଧ୍ୟକ୍ଷ ଶୁଣିଲେ କିନ୍ତୁ ପ୍ପ୍ରତ୍ୟାଖ୍ୟାନ କଲେ ।