ପରିବାରରେ ଅଶାନ୍ତି ହେତୁ ରୀତା କଲିକତା ଗଲା ନାହିଁ - ଏହାକୁ ଯୌଗିକ ବାକ୍ୟରେ ପରିଣତ କର।

1
ପରିବାରରେ ଅଶାନ୍ତି ରୀତାକୁ ଆଉ କଲିକତା ଯିବାକୁ ଦେଲା ନାହିଁ।
2
ପରିବାରରେ ଅଶାନ୍ତି ହେଲା, ତେଣୁ ରୀତା କଲିକତା ଗଲା ନାହିଁ।
3
ପରିବାରରେ ଅଶାନ୍ତି ହେଲାରୁ ରୀତା କଲିକତା ଗଲା ନାହିଁ।
4
ପରିବାରରେ ଅଶାନ୍ତି ଯଦି ନ ହୁଅନ୍ତା, ତେବେ ରୀତା କଲିକତା ଯାଇପାରନ୍ତା।  

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation