ନିର୍ଦ୍ଦେଶାବଳୀ : ଏ ବିଭାଗରେ ଦିଆଯାଇଥିବା ପ୍ରଶ୍ନଗୁଡିକ ଯତ୍ନ ସହକାରେ ପଢନ୍ତୁ ଏବଂ ପ୍ରତ୍ୟେକରେ ପ୍ରଦତ୍ତ ଚାରୋଟି ଉତ୍ତର ମଧ୍ୟରୁ ସଠିକ ଉତ୍ତରଟି ନିର୍ଣ୍ଣୟ କରନ୍ତୁ ।
ଜାଣିବାର ଇଚ୍ଛା' -- ଏକ ପଦରେ ଲେଖ ।
1
ପିପାସା
2
ଜିଜ୍ଞାସା
3
ବୁଭୁକ୍ଷା
4
ମନୀଷା