ନିର୍ଦ୍ଦେଶାବଳୀ : ଏ ବିଭାଗରେ ଦିଆଯାଇଥିବା ପ୍ରଶ୍ନଗୁଡିକ ଯତ୍ନ ସହକାରେ ପଢନ୍ତୁ ଏବଂ ପ୍ରତ୍ୟେକରେ ପ୍ରଦତ୍ତ ଚାରୋଟି ଉତ୍ତର ମଧ୍ୟରୁ ସଠିକ ଉତ୍ତରଟି ନିର୍ଣ୍ଣୟ କରନ୍ତୁ ।
ନିମ୍ନ ଲିଖତ ବାକ୍ୟ ମଧ୍ୟରୁ କେଉଁ ବାକ୍ୟଟି ଶୁଦ୍ଧ ଚିହ୍ନଟ କର ?
1
ପରଂପରାକୁ ଅକ୍ଷୁଣ୍ଣ ରଖିବା ଉଚିତ ।
2
ଘର ଭିତରେ ପଦାର୍ଥମାନେ ଏଣେତେଣେ ପଡିଛନ୍ତି ।
3
ଆମ୍ଭେମାନେ କଲିକତା ଯାଇଅଛନ୍ତି।
4
ଜିନିଷପତ୍ର ପରିଷ୍କୃତ ରଖୁବା ଉଚିତ।