ନିମ୍ନଲିଖିତ ବାକ୍ୟଗୁଡିକ ମଧ୍ୟରୁ ଶୁଦ୍ଧ ବାକ୍ୟଟି ବାଛ ।
1
ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଦେଖିବାକୁ ବହୁତ ଲୋକମାନେ ଆସିଥିଲେ ।
2
ମନ୍ତ୍ରୀଙ୍କ ସଭାରେ ଆବାଳବୃଦ୍ଧ ବନିତଗଣ ଯୋଗ ଦେଇଥିଲେ
3
ସବୁ କବି ପ୍ରାକୃତିକ ବର୍ଣ୍ଣନାରେ ସିଦ୍ଧହସ୍ତ।
4
ଶିକ୍ଷୟତ୍ରୀ ପ୍ରତ୍ୟେକ ଛାତ୍ରମାନଙ୍କୁ ପ୍ରଶ୍ନ ପଚାରିଲେ ।