ଯେତେବେଳେ ସନ୍ଧ୍ୟା ଆସେ, ସେତେବେଳେ ମାଆ ଦୀପ ଜାଳନ୍ତି - ଏହାକୁ ସରଳ ବାକ୍ୟରେ ପରିଣତ କର। 

1
ସନ୍ଧ୍ୟା ଆସିଲେ ମାଆ ଦୀପ ଜାଳନ୍ତି।
2
ସନ୍ଧ୍ୟା ଆସେ ଓ ମାଆ ଦୀପ ଜାଳନ୍ତି।
3
ଯେହେତୁ ସନ୍ଧ୍ୟା ହେଲା, ସେହେତୁ ମାଆ ଦୀପ ଜାଳିଲେ।
4
କେଉଁଟି ନୁହଁ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation