ହରି କହିଲା, "ମୁଁ ଯାତ୍ରା ଦେଖେ ନାହିଁ" ଏହି ପ୍ରତ୍ୟକ୍ଷ ଉକ୍ତିକୁ ପରୋକ୍ଷ ଉକ୍ତିରେ ପରିଣତ କର ।

1
ହରି କହିଲା ମୁଁ ଯାତ୍ରା ଦେଖେ ନାହିଁ ।
2
ହରି ଯାତ୍ରା ଦେଖେ ନାହିଁ ବୋଲି କହିଲା ।
3
ମୁଁ ଯାତ୍ରା ଦେଖେ ନାହିଁ ବୋଲି କହିଲା ।
4
ହରି ଯାତ୍ରା ଦେଖେ ନାହିଁ ବୋଲି ମୁଁ କହିଲି ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation