କଥା ନ ମାନିବାରୁ ମାଆ ଭଉଣୀ ଉପରେ ବିରକ୍ତ ହେଲେ - ଏହାକୁ ଜଟିଳ ବାକ୍ୟରେ ରୂପାନ୍ତର କର।
1
ଯେହେତୁ ଭଉଣୀ ମାଆଙ୍କ କଥା ମାନିଲା ନାହିଁ ମାଆ ତା ଉପରେ ବିରକ୍ତ ହେଲେ।
2
ଭଉଣୀ ମାଆଙ୍କ କଥା ନ ମାନିବା ପରେ ମାଆ ତା' ଉପରେ ବିରକ୍ତ ହେଲେ।
3
ଯେହେତୁ ଭଉଣୀ ମାଆଙ୍କ କଥା ମାନିଲା ନାହିଁ, ମାଆ ତା' ଉପରେ ବିରକ୍ତ ହେଲେ।
4
ଯେହେତୁ ଭଉଣୀ ମାଆଙ୍କ କଥା ମାନିଲା ନାହିଁ, ସେହେତୁ ମାଆ ତା' ଉପରେ ବିରକ୍ତ ହେଲେ।