ଶିକ୍ଷକ ଛାତ୍ରକୁ କହିଲେ, ''ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରୁଛି'' - ଉକ୍ତି ପରିବର୍ତ୍ତନ କଲେ କଣ ହେବ ।
1
ଶିକ୍ଷକ ଛାତ୍ରକୁ ପୃଥିବୀ ଘୁରିବା କଥା କହିଲେ ।
2
ପୃଥିବୀ ଘୁରିବା କଥା ଶିକ୍ଷକ କହିଲେ ।
3
ପୃଥିବୀ ଘୂରୁଛି ବୋଲି ଶିକ୍ଷକ ଛାତ୍ରକୁ କହିଲେ ।
4
ଶିକ୍ଷକ ଛାତ୍ରକୁ କହିଲେ ଯେ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରୁଛି ।