ଏ ଗ୍ରୀଷ୍ମଋତୁର ଝାଞ୍ଜି ସହି ହେଉ ନାହିଁ - ଏହାକୁ ବିବୃତିସୂଚକ ବାକ୍ୟରେ ରୂପାନ୍ତର କର। 

1
ଏ ଗ୍ରୀଷ୍ମଋତୁର ଝାଞ୍ଜି କି ଅସହ୍ୟ!
2
ଏ ଗ୍ରୀଷ୍ମଋତୁର ଝାଞ୍ଜି ଅସହ୍ୟ। 
3
ଏ ଗ୍ରୀଷ୍ମଋତୁର ଝାଞ୍ଜି କଣ ସହି ହେଉଛି? 
4
ଏ ଗ୍ରୀଷ୍ମଋତୁର ଝାଞ୍ଜି ସହ୍ୟ କରିବା ସମ୍ଭବ ନୁହଁ। 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation