ସଂଗ୍ରାମ ବିଦ୍ୟାଳୟକୁ ଗଲା, କିନ୍ତୁ ପାଠ ପଢିଲା ନାହିଁ - ଏହାକୁ ଜଟିଳ ବାକ୍ୟରେ ରୂପାନ୍ତର କର।
1
ସଂଗ୍ରାମ ବିଦ୍ୟାଳୟକୁ ନ ଯିବାରୁ ପାଠ ପଢିଲା ନାହିଁ।
2
ସଂଗ୍ରାମ ବିଦ୍ୟାଳୟକୁ ଗଲା ଓ ପାଠ ପଢିଲା ନାହିଁ।
3
ଯେହେତୁ ସଂଗ୍ରାମ ବିଦ୍ୟାଳୟକୁ ଗଲା, ତେଣୁ ପାଠ ପଢିଲା ନାହିଁ।
4
ଯଦିଓ ସଂଗ୍ରାମ ବିଦ୍ୟାଳୟକୁ ଗଲା, ତଥାପି ପାଠ ପଢିଲା ନାହିଁ।