ନିର୍ଦ୍ଦେଶାବଳୀ : ଏ ବିଭାଗରେ ଦିଆଯାଇଥିବା ପ୍ରଶ୍ନଗୁଡିକ ଯତ୍ନ ସହକାରେ ପଢନ୍ତୁ ଏବଂ ପ୍ରତ୍ୟେକରେ ପ୍ରଦତ୍ତ ଚାରୋଟି ଉତ୍ତର ମଧ୍ୟରୁ ସଠିକ ଉତ୍ତରଟି ନିର୍ଣ୍ଣୟ କରନ୍ତୁ ।
ବାଃ, ବାଃ, କେତେ ସୁନ୍ଦର ! ଏହି ବାକ୍ୟର ଶେଷରେ ଥିବା ଚିହ୍ନଟି କେଉଁ ଚିହ୍ନର ସୂଚକ ?
1
କମା
2
ସେମିକୋଲୋନ
3
ପୂର୍ଣଛେଦ
4
ବିସ୍ମୟସୂଚକ