ନିମ୍ନ ଲିଖ୍ତ ଇଂରାଜୀ ବାକ୍ୟ ବା ବାକ୍ୟାଶର ସବୁଠୁ ନିକଟସ୍ଥ ଓଡ଼ିଆ ଅନୁବାଦ ଚିହ୍ନଟ କରି ଲେଖ ।
'Cutting corners'
1
ଧାରକୁ କାଟି ସଳଖ କରିଦେବା
2
ଚତୁରତା ଦେଖାଇବା
3
ଉପଯୁକ୍ତ ଉଦ୍ୟମ ନକରି ସଫଳତା ଖୋଜିବା
4
ସମସ୍ତ ଉଦ୍ୟମ ସହ କାର୍ଯ୍ୟ କରିବା
ନିମ୍ନ ଲିଖ୍ତ ଇଂରାଜୀ ବାକ୍ୟ ବା ବାକ୍ୟାଶର ସବୁଠୁ ନିକଟସ୍ଥ ଓଡ଼ିଆ ଅନୁବାଦ ଚିହ୍ନଟ କରି ଲେଖ ।
'Cutting corners'