Fundamental rights are the basic human rights enshrined in the constitution of India which are guaranteed to all citizens - ସଠିକ ଅନୁବାଦ ଚିହ୍ନାଅ ?
1
ଭାରତୀୟ ସମ୍ବିଧାନ ଦ୍ୱାରା ସମସ୍ତ ନାଗରିକ ମାନଙ୍କୁ ପ୍ରଦତ୍ତ ମୌଳିକ ଅଧିକାର ହିଁ ମାନବ ଅଧିକାର |
2
ଭାରତୀୟ ସମ୍ବିଧାନ ଦ୍ୱାରା ନାଗରିକ ମାନଙ୍କୁ ପ୍ରଦତ୍ତ ମୌଳିକ ଅଧିକାର ମଧ୍ୟରେ ମାନବ ଅଧିକାର ଶ୍ରେଷ୍ଠ |
3
ଭାରତୀୟ ସମ୍ବିଧାନ ଦ୍ୱାରା ନାଗରିକ ମାନଙ୍କୁ ପ୍ରଦତ୍ତ ମୌଳିକ ଅଧିକାର ପ୍ରଦାନ କରିଛି |
4
ନାଗରିକ ମାନଙ୍କୁ ପ୍ରଦତ୍ତ ମୌଳିକ ଅଧିକାର ଭାରତୀୟ ସମ୍ବିଧାନର ବିଶେଷତ୍ୱ |