ଯେଉଁ ପିଲାମାନେ ବେଶି ଜିଦ୍ କରନ୍ତି, ସେମାନଙ୍କୁ ବାପା ଆଦୌ ପସନ୍ଦ କରନ୍ତି ନାହିଁ - ଏହାକୁ ସରଳ ବାକ୍ୟରେ ପରିଣତ କର।

1
ଯେତେବେଳେ ପିଲାମାନେ ବେଶି ଜିଦ୍ କରନ୍ତି, ସେତେବେଳେ ବାପା ନାପସନ୍ଦ କରନ୍ତି।
2
ଜିଦଖୋର ପିଲାମାନଙ୍କୁ ବାପା ନାପସନ୍ଦ କରନ୍ତି।
3
ଜିଦିଆ ପିଲାମାନେ ବାପାଙ୍କ ଘୃଣାର ପାତ୍ର ହୁଅନ୍ତି। 
4
କେଉଁଟି ନୁହଁ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation