ନିମ୍ନଲିଖିତ କେଉଁ ବାକ୍ୟଟି ଏକ ଜଟିଳ ବାକ୍ୟ ଅଟେ । ​

1
ପିଲାଟି ହସି ହସି କୁଆଡ଼େ ଚାଲି ଗଲା? 
2
ରାଜେଶର ଡାକ ଶୁଣି ସୀମା ଧାଇଁ ଧାଇଁ ଆସିଲା।
3
କଥା ନ ମାନିବାରୁ ମାଆ ଭଉଣୀ ଉପରେ ବିରକ୍ତ ହେଲେ। 
4
ଯେମିତି ବିଦ୍ୟାମନ୍ଦିରରେ ସମସ୍ତେ ପ୍ରବେଶ କରୁଛନ୍ତି, ସେମିତି ଦେବମନ୍ଦିରରେ ମଧ୍ୟ କରିବେ। 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation