ନିମ୍ନୋକ୍ତ କେଉଁ ବାକ୍ୟରେ ପ୍ରେରଣାର୍ଥକ କ୍ରିୟାର ବ୍ୟବହାର କରାଯାଇଛି ?

1
​ଶିଶୁଟି ଧୀରେ ଧୀରେ ପେଟେଇଲା 
2
ବାର୍ଷିକ କ୍ରିୟା ପ୍ରତିଯୋଗିତାରେ ଦୌଡଥିବାବେଳେ ଗୋପାଳ ପଛେଇଗଲା 
3
ଏକ ଭୋଟ ଗ୍ରହଣ କେନ୍ଦ୍ରରେ ଜଣେ ଭିନ୍ନକ୍ଷମ ନାଗରିକଙ୍କ ପାଇଁ ପ୍ରିଜାଇଡିଂ ଅଫିସର ହ୍ବିଲ ଚେୟାର ମଙ୍ଗେଇଲେ  
4
ସେ ଘରର ବଡପୁଅ ହୋଇ ମଧ୍ୟ କୌଣସି ଦାଇତ୍ୱ ମୁଣ୍ଡେଇଲେ ନାହିଁ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation