ଶୁଦ୍ଧ ବାକ୍ୟଟି ବାଛ:

1
ମୁଁ ରାସ୍ତାରେ ଜଣେ ଭିକାରିଟିଏ ଦେଖିଲି l
2
ବହୁତ ପିଲାମାନେ ଦଳଦଳ ହୋଇ ପଡିଆରେ ଖେଳୁଛନ୍ତି l
3
ସେମାନେ ଯୁଦ୍ଧ କରି କ୍ଳାନ୍ତ ଓ ଅବସନ୍ନ ହୋଇ ପଡିଲେ l
4
ମରୁଡି ଅଞ୍ଚଳରେ ସରକାର ଜଳସେଚନର ବ୍ୟବସ୍ଥା କରିବାରୁ ଲୋକେ ଚିରପୋକୃତ ହେଲେ l

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation