Comprehension Passage
 

ନିମ୍ନ ପ୍ରଦତ୍ତ କବିତାଟି ପାଠକରି ତଳେ ଦିଆଯାଇଥିବା ପ୍ରଶ୍ନ (ନଂ 36 ରୁ ନଂ40) ଗୁଡିକର ଉତ୍ତର ଲେଖ:

ମେରୁରୁ ମେରୁକୁ ବ୍ୟାପି ତୁମ୍ବଲାଗି କାନ୍ଦଇ ଧରଣୀ,

ହେ ଧରାର ବରପୁତ୍ର, ସତ୍ୟେ ତାକୁ କଲ ବସୁମତୀ

ବହୁଯୁଗ ପରେ ତୁମ୍ଭେ l ନେଲ ବରି କୄଚ୍ଚର ସରଣୀ,

ହିଂସା-ମିଥ୍ୟା-ଝଡ ମଧ୍ୟେ ଜ଼ାଳିବାକୁ ବିଶ୍ୱେ ଧର୍ମ-ବତି

ଜ଼ନ୍ମତ୍ତ ମାନବ ଜାତି ଚିତ୍କାରଇ 'ଦାବି', 'ଅଧିକାର', 

ପଦ ଅଧିକାର ପାଇଁ ଅପକର୍ମେ ମତ୍ତ ନେତୃ-ଦଳ,

'କର୍ତବ୍ୟ' ର କଥା କେହି ମୁଖେ ନାହିଁ କରାଇ ଉଜାର,

ମିଥ୍ୟା, ଘୃଣା, ମିଥ୍ୟା ଦମ୍ଭେ ସଡୁଛନ୍ତି କୋଟି କୋଟି ନର l

କେବଳ ସେବାର ଦାବି ମାଗି ଏହି ପାଗଳ ଜଗତେ,

ମାନବର ଶୁଭ ପାଇଁ ଗଲ କର୍ମ କରି ନିରାଶକ୍ତ,

ଦୀନହୀନ ନିର୍ଯ୍ୟାତୀତେ ଦେଇ ଆଶା ଆପଣା ମହତ୍ୱେ

ନିରସ୍ତ୍ରରେ ଶିଖାଇଲେ ତପୋମୟ ସଂଗ୍ରାମ ନି-ରକ୍ତ l

ମାନବର କୁଶଦୀପ ନିର୍ବାପିତ ତୁମର ମରନେ,

ସେହି ସେ ନୈରାଶ୍ୟ ପୁଟେ ଧରଣୀର ବ୍ୟାକୁଲ ରୋଦନେ l 

ମଣିଷର ମଙ୍ଗଳ ପାଇଁ ବରପୁତ୍ର କେଉଁ କାର୍ଯ୍ୟ କରିଥିଲେ ?

1
କର୍ତ୍ତବ୍ୟର ସମ୍ପାଦନ କରିଥିଲେ 
2
ବିପ୍ଳବ କରିଥିଲେ  
3
ନିରାସକ୍ତ କର୍ମ କରିଥିଲେ 
4
ତ୍ୟାଗଵାଣୀ ଶୁଣାଇଥିଲେ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation