ନିମ୍ନଲିଖିତ କେଉଁ ବାକ୍ୟଟି ଏକ ସରଳ ବାକ୍ୟ ଅଟେ ।

1
ମନୋଜ ଶ୍ରେଣୀରେ ବସିଲା, ମାତ୍ର ପଢ଼ି ପାରିଲା ନାହିଁ।
2
ବିଦ୍ୟାମନ୍ଦିର ପରି ଦେବମନ୍ଦିରରେ ମଧ୍ୟ ସମସ୍ତଙ୍କର ପ୍ରବେଶାଧିକାର ଅଛି। 
3
ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନ ଥିଲା।
4
ସୀମା ଯେତେବେଳେ ଟ୍ୟୁସନ ଯିବ ବୋଲି ବାହାରୁଥିଲା, ସେତେବେଳେ ଝଡ ହେଉଥିଲା ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation