ଗତ ଦୁଇ ଦିନ ହେବ ଭୁବନେଶ୍ୱରରେ ବହୁତ ବର୍ଷା ହେଉଥିଲା। - ଏହାକୁ ବିସ୍ମୟସୂଚକ ବାକ୍ୟରେ ରୂପାନ୍ତର କର। 

1
ଗତ ଦୁଇ ଦିନ ହେବ ଭୁବନେଶ୍ୱରରେ ଅଳ୍ପ ବର୍ଷା ହେଉ ନ ଥିଲା।    
2
ଗତ ଦୁଇ ଦିନ ହେବ ଭୁବନେଶ୍ୱରରେ କି ବର୍ଷା!
3
ଗତ ଦୁଇ ଦିନ ହେବ ଭୁବନେଶ୍ୱର ବର୍ଷା ଯୋଗୁଁ ଜଳମଗ୍ନ। 
4
କେଉଁଟି ନୁହଁ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation