Comprehension Passage
ନିମ୍ନ ପ୍ରଦତ୍ତ କବିତାଂଶଟି ପାଠକରି ତଳେ ଦିଆଯାଇଥିବା ପ୍ରଶ୍ନ (ନଂ 36 ରୁ ନଂ 40) ଗୁଡିକର ଉତ୍ତର ଲେଖ
ଏଇ ଯେ ଦିଶୁଛି ଲାଲମଟିର ଖୋର୍ଦ୍ଧାଗଡ, 
ଏ ବୀର ମାଟିର ଉଷ୍ଣ ରକତେ ଯୁଗ ଯୁଗ ଧରି ଉଷ୍ଣତର l
ଆସ କଳ୍ପନା, ସୁଦୂର ଅତୀତୁ ଆସ ହେ ଆସ,
କାନେ କାନେ ମୋର କହିଦିଅ ତାର ସେ ଗଉରବଭରା ସେ ଇତିହାସ l
ଦେଖାଇ ଦିଅ ହେ କଳ୍ପନା ରାଣୀ, ଏ ଗଡ଼ ବୁକୁରେ ଶୁଭିଲା ଯେ ବାଣୀ 
ବାଜିଲା ଯେଦିନ ସମାର ଖାଦ୍ୟ,
ବହିଲା ଯେ ଦିନ ଶୋଣିତ ଆଦ୍ୟ,
କିଭଳି ଏ ଜାତି ସ୍ୱତନ୍ତ୍ରତା ପାଇଁ ଯୁଦ୍ଧ କରିଛି ଭୀଷଣ ତର,
ଏଇ ଯେ ଦିଶୁଛି ଲାଲମାଟିର ଖୋର୍ଦ୍ଧାଗଡ଼ l
ଏଇ ଯେ ଦିଶୁଛି ଲାଲମାଟିର ଖୋର୍ଦ୍ଧାଗଡ଼, 
ବରୁଣୀ ପାହାଡ଼ ତଳେ ତଳେ ତଳେ ରହିଛି କେବଳ ପଡିଆବଡ;
ଆସ କଳ୍ପନା, ସୁଦୂର ଅତୀତୁ ଆସ ହେ ଆସ,
ଜାତି ବିଶ୍ୱାସ ବହୁଥିଲା ଏଥି ବୀର ଗଉରବେ ବରଷ ମାସ l 
ସେଦିନ ଏ ଜାତି ଥିଲା କେଉଁ ଭଳି 
ଛାତିରେ ବିରାଟ ଆକାଂକ୍ଷା କରି,
ବିଜୟ ତୁର୍ଯ୍ୟ ବଜାଇ ବଜାଇ,
ସ୍ୱାଧୀନ ସପନେ ମଜାଇ ମଜାଇ,
ସିଂହଂ ପରେ ବୀର ବିକ୍ରମେ ବିଷୁଥିଲା କିବା ଉର୍ଜସ୍ବଳ l
ଏଇ ଯେ ଦିଶୁଛି ଲାଲମଟିର ଖୋର୍ଦ୍ଧାଗଡ଼ l

ଖୋର୍ଦ୍ଧାମାଟିକୁ ଯୁଗଯୁଗଧରି ଉଷ୍ଣତର ବୋଲି କବି କାହିଁକି କହିଛନ୍ତି ?  

1
ଖୋର୍ଦ୍ଧାର ପାହାଡିଆ ମାଟି ଅଧିକ ଉତ୍ତପ୍ତ ହୋଇଥିବାରୁ
2
ଖୋର୍ଦ୍ଧାର ପାଇକ ମାନେ ବିଦ୍ରୋହ କରିଥିବାରୁ
3
ଖୋର୍ଦ୍ଧାର ପାଇକମାନେ ସବୁଯୁଗରେ ଦେଶ ପାଇଁ ପ୍ରାଣବଳି ଦେଇଥିବାରୁ
4
ଖୋର୍ଦ୍ଧାର ତାପମାତ୍ର ସବୁବେଳେ ଅଧିକ ରହୁଥିବାରୁ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation