ନିମ୍ନ ପ୍ରଦତ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଶୁଦ୍ଧ ବାକ୍ୟଟିକୁ ଚିହ୍ନାଅ :

1
ରଥଯାତ୍ରା ଦେଖିବାକୁ ବହୁତ ଯାତ୍ରୀମାନେ ​ପୁରୀ ଆସିଥିଲେ। 
2
ସେ ସପରିବାର ସହିତ ବିବାହ ଉତ୍ସବରେ ଯୋଗ ଦେଇଥିଲେ।  
3
ଶିକ୍ଷକ ସଂକ୍ଷେପରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଲେ ।
4
ମୂଷା ଗଣେଷଙ୍କ ବାହାନ ଅଟେ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation