ବିଶେଷ୍ୟ ପଦର ବିକଳ୍ପରେ ଦୂର ଓ ନିକଟ ନିର୍ଦେଶସୂଚକ ହୋଇ କାର୍ଯ୍ୟ କରୁଥିବା ସର୍ବନାମ ପଦକୁ _____ କୁହାଯାଏ ?

1
ସମ୍ବନ୍ଧବାଚକ ସର୍ବନାମ
2
ବ୍ୟକ୍ତିବାଚକ ସର୍ବନାମ
3
 ନିର୍ଦ୍ଦେଶ ବାଚକ ସର୍ବନାମ
4
ନିର୍ଣ୍ଣାୟକ ସର୍ବନାମ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation