Comprehension Passage
ମଣିଷ ତାର ଦୈନନ୍ଦିନ ଜୀବନରେ ନିଜ ଘର ହେଉ କିମ୍ବା ଅଫିସରେ, ବିଦ୍ୟାଳୟରେ ହେଉ କିମ୍ବା ଦୋକାନରେ ପ୍ରତ୍ୟେକଟି ଜାଗାରେ କମ୍ପ୍ୟୁଟରର ବ୍ୟବହାର କରୁଛି । ବର୍ତ୍ତମାନ ପ୍ରତ୍ୟେକଟି କାର୍ଯ୍ୟରେ କମ୍ପ୍ୟୁଟରର ଆବଶ୍ୟକତା ରହିଛି । ଯେମିତି ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ କାର୍ଯ୍ୟକୁ ଅତି ସରଳ ଓ ସହଜରେ ସଂପାଦିତ କରିପାରୁଛି ଏହି କମ୍ପ୍ୟୁଟର ମାଧ୍ୟମରେ । ବର୍ତ୍ତମାନ ସମୟରେ କମ୍ପ୍ୟୁଟର ମଣିଷ ଜୀବନରେ ଅତି ଦରକାରୀ ଏବଂ ମୁଖ୍ୟ ଅଂଶ ଭାବରେ ପରିଗଣିତ ହୋଇଛି । ସେଥ୍‌ପାଇଁ ବର୍ତ୍ତମାନର ସମୟକୁ ଡିଜିଟାଲ ସମୟ କହିଲେ କିଛି ଅତ୍ୟୁକ୍ତି ହେବନାହିଁ ଏବଂ ଏହି ଡିଜିଟାଲ ଦୁନିଆରେ ଆଗକୁ ଯିବାକୁ ହେଲେ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିବା ନିତାନ୍ତ ଜରୁରୀ ।

ବର୍ତ୍ତମାନ ସମୟକୁ କ'ଣ କୁହାଯାଉଛି ?

1
ଜ୍ଞାନ ଆହରଣ 
2
ବ୍ୟକ୍ତିତ୍ୱର ବିକାଶ 
3
କମ୍ପ୍ୟୁଟର 
4
ଡିଜିଟାଲ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation