ଗଦ୍ୟ ଶିକ୍ଷାଦାନ ନିମନ୍ତେ କେଉଁ କ୍ରମଟି ଠିକ ?
1
ଶିକ୍ଷକଙ୍କ ଆଦର୍ଶ ପଠନ- ଶିକ୍ଷାର୍ଥୀଙ୍କ ଉଚ୍ଚ ପଠନ - ଶବ୍ଦାନୁଶୀଳନ- ନିରବ ପଠନ
2
ଶିକ୍ଷାର୍ଥୀଙ୍କ ଉଚ୍ଚ ପଠନ- ନିରବ ପଠନ- ଶବ୍ଦାନୁଶୀଳନ - ଶିକ୍ଷକଙ୍କ ଆଦର୍ଶ ପଠନ
3
ଶବ୍ଦାନୁଶୀଳନ -ନିରବ ପଠନ- ଶିକ୍ଷକଙ୍କ ଆଦର୍ଶ ପଠନ- ଶିକ୍ଷାର୍ଥୀଙ୍କ ଉଚ୍ଚ ପଠନ
4
ନିରବ ପଠନ- ଶବ୍ଦାନୁଶୀଳନ- ଶିକ୍ଷାର୍ଥୀଙ୍କ ଉଚ୍ଚ ପଠନ- ଶିକ୍ଷକଙ୍କ ଆଦର୍ଶ ପଠନ