ନିମ୍ନଲିଖିତ କେଉଁ ବାକ୍ୟଟି ଏକ ଯୌଗିକ ବାକ୍ୟ ଅଟେ ।

1
ଆମ ଗଣିତ ଶିକ୍ଷକ ଜଣେ ବିଦ୍ୱାନ ବ୍ୟକ୍ତି ।
2
ରାମ ଯେତେବେଳେ ସ୍କୁଲ ବାହାରୁଥିଲା, ସେତେବେଳେ ବର୍ଷା ହେଉଥିଲା ।
3
ସୁରେଶ ଟ୍ୟୁସନରେ ବସିଲା, ମାତ୍ର ପାଠ ପଢିଲା ନାହିଁ ।
4
ଦରକାର ସମୟରେ ଯେ ପାଖରେ ଛିଡା ହୁଏ, ସେହିଁ ପ୍ରକୃତରେ ନିଜର।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation