Comprehension Passage

ନିମ୍ନ ପ୍ରଦତ୍ତ କବିତାଟି ପାଠକରି ତଳେ ଦିଆଯାଇଥିବା ପ୍ରଶ୍ନ (ନଂ 56 ରୁ ନଂ 60) ଗୁଡିକର ଉତ୍ତର ଲେଖ:
ବିରହୀ ଯକ୍ଷର ବାର୍ତା 
          ବକ୍ଷରେ ଆଙ୍କି ରଖି ଘନ 
ଆସିଛ କି ପକ୍ଷେ ତଵ 
          ସାଉଁଳାଭ ଭୂଧର ଗଗନ l  
ଜୀବସେ ଅଳକା ପୁରେ, 
          କାନ୍ଦେ ଯହିଁ ପକ୍ଷ ବିରହୀଣୀ;
ଗାଲେ ହାତ ଭାଳେ ସ୍ବେଦ 
          ବୁଲେ ତୈକ୍ତ ବିଳାପ ରାଗିଣୀ ?

କର୍ପୁର ଚନ୍ଦନ ବୋଲେ 
         ପାଉନି ତା ବେଦନା ଅମାପ,
ତୁମର ଶୀକର ଘନ, 
         ମୁଞ୍ଜିକିହେ ପାରିବ ସେ ତାପ ?
ଏତେ ଦିନ ଥିଲ କହି ?

          ସିନ୍ଧୁ ପାରେ କେଉଁ ସାଗରିକା 
ମେଲିଲା କି ବେଳା ତଟ 
          ଶୈଳେ ବନେ ପ୍ରୀତି - ମରୀଚିକା ?
ସେ ଦୂର ବେଳରେ ଘନ 
           ତାହା ସଂଗେ ଖେଳି ଲୁଚୁକାଳି 
କାଟିଇଲ ପଞ୍ଚ ଋତୁ 
          ସିକ୍ତ କରି ସ୍ଵର୍ଣ ସିନ୍ଧୁ ବାଲି ?
ଦେଲାନି କି ପ୍ରତିଦାନ 
          ଘନ ତବ ମଧୁ ସୋହାଗର ,
ମେଲାଣିକି ନେଇ ତେଣୁ 
             ଫେରିଆଚ୍ଛ କୋପ ଜରଜର ?

କେଉଁ କାରଣରୁ ଘନ କ୍ରୋଧ ଜର୍ଜରିତ ହୋଇ ଫେରି ଆସିଛି ?

1
ପ୍ରେମର ପ୍ରତୀଦାନ ନ ପାଇବାର
2
ଧରଣୀର ଦୁଃଖ ଦେଢ଼ଇ 
3
ପୃଥିବୀକୁ ଶଷ୍ୟ ଶ୍ୟାମଳ କରିବା ପାଇଁ 
4
ଗ୍ରୀଷ୍ମର ତାପନାଶ ପାଇଁ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation